ବିଶେଷ ଖବର କୁଆଖାଇକୁ ଡେଇଁଥିବା ଅଟୋ ଚାଳକ ସଞ୍ଜୟଙ୍କ ମୃତଦେହ ଉଦ୍ଧାର ଭୁବନେଶ୍ୱର: କୁଆଖାଇ ନଦୀକୁ ଡେଇଁ ନିଖୋଜ ଥିବା ଅଟୋ ଚାଳକ ସଞ୍ଜୟ ସ୍ୱାଇଁଙ୍କ ମୃତଦେହ ଦୀର୍ଘ ୩୬ ଘଣ୍ଟାର ଖୋଜାଖୋଜି ପରେ ଉଦ୍ଧାର ହୋଇଛି। ଓଡ୍ରାଫ୍, ଭୁବନେଶ୍ୱର…