ଆଜିର ଖବର ବିରାଟ କୋହିଲିଙ୍କ ନୂତନ ଇନିଂସ ଆରମ୍ଭ: ଶିଶୁ କନ୍ୟାକୁ ଜନ୍ମଦେଲେ ପତ୍ନୀ ଅନୁଷ୍କା ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲିଙ୍କ ନୂତନ ଇନିଂସ ଆରମ୍ଭ ହୋଇଛି। ଆଜି ସେ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପତ୍ନୀ ଅନୁଷ୍କା…