ଆଜିର ଖବର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁଙ୍କ କ୍ବାରଣ୍ଟାଇନ କେନ୍ଦ୍ର ଗସ୍ତକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ବେଗୁନିଆ, ଓଡିଆ ଫେରନ୍ତାଙ୍କ ପାଇଁ ବେଗୁନିଆ ନିର୍ବାଚନ ମଣ୍ଡଳିରେ କରାଯାଇଥିବା କ୍ବାରଣ୍ଟାଇନ କେନ୍ଦ୍ରଗୁଡିକୁ ଅନୁଧ୍ୟାନ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୈଧୁରୀ। ତେବେ ସେ…