ଆଜିର ଖବର ଜିଭ କାଟି ଦେବୀଙ୍କୁ ଅର୍ପଣ କଲେ ଜଣେ ବ୍ରତଧାରୀ ଯୁବକ ବଣ୍ଡା (ୟୁପି): ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଲୋକେ ଅନ୍ଧବିଶ୍ବାସର ଶିକାର ହୋଇ ନିଜ ଜୀବନକୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ପ୍ରୟାସ କରୁଛନ୍ତି। ଉତ୍ତରପ୍ରଦେଶର ଦୁଇଟି ପୃଥକ…