ଆଜିର ଖବର ଅନ୍ନାମାଲାଇଙ୍କ ସ୍ପଷ୍ଟୀକରଣ: ସିଜେପି ଏଜେଣ୍ଡା ଅଲଗା, କେବେ ବି ସମର୍ଥନ କରିବେ ନାହିଁ ଚେନ୍ନାଇ: ଭାରତୀୟ ଜନତା ପାର୍ଟି ତଥା ବିଜେପିରୁ ଦୂରେଇ ଯାଇଥିବା ତାମିଲନାଡ଼ୁର ପୂର୍ବତନ ବିଜେପି ମୁଖ୍ୟ କେ. ଅନ୍ନାମାଲାଇ ନିକଟରେ କକ୍ରୋଚ୍ ଜନତା ପାର୍ଟି ବା ସିଜେପିର…