ଅପରାଧ ଚାନ୍ଦପୁରରେ ଅପମିଶ୍ରିତ ଡ଼ିଜେଲ କାରବାରର ପର୍ଦ୍ଦାଫାସ: ୧୨ ଶହ ଲିଟର ପିଡ଼ିଏସ କିରୋସିନ ଜବତ, ଦୁଇ ଗିରଫ ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ନିକଟବର୍ତ୍ତୀ ଡୁଙ୍ଗୁରିମୁଣ୍ଡିଆ ଜଙ୍ଗଲ ମଧ୍ୟରେ ଅପମିଶ୍ରିତ ଡ଼ିଜେଲ କାରବାର ଚାଲିଥିବାର ଖବର ପାଇ ଆଇଆଇସି ରଶ୍ମିରଂଜନ…