ବିଶେଷ ଖବର ସୁରାଟ ବିମାନ ବନ୍ଦର ନିକଟରେ ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ଲାଗିଲା ବିରାଟ ହୋଡିଂ, ରାଜନୈତିକ ଚର୍ଚ୍ଚା ଆରମ୍ଭ ଭୁବନେଶ୍ବର: ଏୟାର ଇଣ୍ଡିଆ ଆସନ୍ତା ୨୦ ତାରିଖରୁ ଭୁବନେଶ୍ବରରୁ ସୁରାଟ ସିଧା ବିମାନ ଚଳାଚଳ ଆରମ୍ଭ କରିବ। ସେଥିପାଇଁ ସୁରାଟରେ ଥିବା ଓଡିଆ ସମାଜ ପକ୍ଷରୁ କରାଯାଇଛି…