ଜାତୀୟ ଖବର ୨୦୨୯ ଡିସେମ୍ବର ୩୧ ସୁଦ୍ଧା ନିଶା ନେଟୱର୍କ ମୂଳପୋଛ ପାଇଁ ଭାରତର ଦୃଢ଼ ସଂକଳ୍ପ ନୂଆଦିଲ୍ଲୀ: ନିଶାଦ୍ରବ୍ୟ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ପକ୍ଷରୁ ‘ଅପରେସନ୍ ଟ୍ରାଇଡେଣ୍ଟ’ ଆରମ୍ଭ କରାଯାଇଛି। ଏହି ଅଭିଯାନରେ…