ଆଜିର ଖବର ଶେଷରେ ରାଜି ହେଲେ ଅମଲା ସଂଘ, ସୋମବାରରୁ କାର୍ଯ୍ୟରେ ଯୋଗ ଦେବେ ଭୁବନେଶ୍ବର: ଶେଷରେ ଅମଲା ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନରୁ ଓହରି ଯାଇଛି। ଗତକାଲି ସରକାରଙ୍କ ସହିତ ଆଲୋଚନା ପରେ ସେମାନେ ଏହି ନିଷ୍ପତି ନେଇଛନ୍ତି। ଫଳରେ ଆସନ୍ତାକାଲି…
ରାଜ୍ୟ ଖବର ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନଙ୍କୁ ସମୁହ ଛୁଟି ପ୍ରସଙ୍ଗ, ମୁଖ୍ୟ ଶାସନ ସଚିବ କଲେ ଆଲୋଚନା ଭୁବନେଶ୍ୱର: ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଗତକାଲି ଗୁରୁବାର ଠାରୁ ସାମୁହିକ ଛୁଟିରେ ଯିବା ପ୍ରସଙ୍ଗରେ ମୁଖ୍ୟ ଶାସନ…
ଆଜିର ଖବର ସମାନ କାମକୁ ସମାନ ଦରମା ଦାବି: ଆନ୍ଦାଳନକୁ ଓହ୍ଲ।ଇବା ଲାଗି ଚେତାବନୀ ଦେଲା ଓଡଶିା ଅମଲା ସଂଘ ଭୁବନେଶ୍ବର: ଆଜି ଅମଲା ସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵରସ୍ଥିତ ଜୟଦେବ ଭବନ ଠାରେ ସଂଘର ରାଜ୍ୟ ସଭାପତି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି…