ଆଜିର ଖବର ଗୋଚାଲାଣ ସନ୍ଦେହରେ ଅମାନବୀୟ କାର୍ଯ୍ୟ, ଅଧା ଲଣ୍ଡା କରି ଆଣ୍ଠୁରେ ଚଲାଇଲେ ଅଭିଯୁକ୍ତ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅର୍ନ୍ତଗତ ଜାହାଡା ନିକଟସ୍ଥ ଖାରିଗୁମ୍ମାରେ ଦୁଇ ଜଣ ବ୍ୟକ୍ତି ଲୁଲୁ ନାହାକ ଓ ବାବୁଲା ନାହାକଙ୍କୁ…
ଅପରାଧ ଗୋରୁମାଫିଆଙ୍କ ଅମାନବୀୟ କାର୍ଯ୍ୟ: ଟାଙ୍ଗୀ ଚାନ୍ଦପୁର ରାସ୍ତା କଡରେ ଫିଙ୍ଗି ଦେଇ ଚାଲିଗଲେ ୧୦ ମୃତ ଗୋରୁ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବେଳକୁ ବେଳ ଗୋରୁମାଫିଆଙ୍କ ପାଦୁର୍ଭାବ ବଢିଚାଲିଛି। ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଞ୍ଚଳରୁ ଶହ ଶହ ଗୋରୁଙ୍କୁ ବେଆଇନ ଚାଲାଣ…