ଆଜିର ଖବର ଆସନ୍ତା ୭ରେ ସ୍ୱପ୍ନା ପତିଙ୍କ ହର୍ବଲ ହୋଲି: ଯୋଗ ଦେବେ ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓ ଭୁବନେଶ୍ଵର: ଆସନ୍ତା ୭ ତାରିଖରେ ସ୍ୱପ୍ନା ପତି ହର୍ବଲ ହୋଲି, ଏ ବର୍ଷ ତାର ୧୨ ତମ ହର୍ବଲ ହୋଲି ପାଳନ କରିବ। ହୋଟେଲ କଳିଙ୍ଗ ଠାରେ…