ଆଜିର ଖବର ଗୋଳନ୍ଥରା ଥାନା ଅଂଚଳରେ ବଢ଼ୁଛି ଅରାଜକତା: କୃଷକ ନେତାଙ୍କୁ ମରଣାନ୍ତକ ଆକ୍ରମଣର ୪୮ ଘଣ୍ଟା ନ ପୁରୁଣୁ ବଡ଼ଧରଣର ଚୋରି ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଏକ ସ୍ପର୍ଶକାତର ଥାନା ହୋଇଥିବା ବେଳେ ଅଂଚଳଟି ବର୍ତ୍ତମାନ ପେଟ୍ରୋଲିଂ ଅଭାବ ତଥା…