Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

କେଉଁ କାର୍ଯ୍ୟ କଲେ ସୁଫଳ ମିଳିବ, ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ପରାମର୍ଶ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କିପରି ଅର୍ଥହୀନ କାର୍ଯ୍ୟ କଲେ ସଫଳ ମିଳିବ ନାହିଁ ତାହାର ଉଦାହରଣ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ଯଦି ସମୁଦ୍ରରେ ବର୍ଷା ହେବ ତାହା କୌଣସି କାର୍ଯ୍ୟରେ ଆସିବ ନାହିଁ। ଯହି ପେଟପୁରା ଖାଦ୍ୟ ଖାଇଥିବା ମଣିଷକୁ ଭୋଜନ ଦେବେ ତାହା କୌଣସି ଲାଭ ହେବ ନାହିଁ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ଧନୀ ଲୋକଙ୍କୁ ଧନ ଦାନ କରିବା ବୃଥା। ଦିନବେଳା ଦୀପ ଲଗାଇବା ମଧ୍ୟ ଅର୍ଥହୀନ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣ ଏପରି କାର୍ଯ୍ୟ କରନ୍ତୁ ଯାହା ବୃଥା ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ବୃଥା କାର୍ଯ୍ୟ କ’ଣ?, ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଉଦାହରଣ