ଅନ୍ତରାଷ୍ଟ୍ରୀୟ ସୋମାଲିଆରେ ୨୬/୧୧ ପରି ଆକ୍ରମଣ, ୧୩ ଘଣ୍ଟା ଧରି ହୋଟେଲକୁ ଆତଙ୍କବାଦୀଙ୍କ ଦ୍ଵାରା କବ୍ଜା, ୧୫ ମୃତ ନୂଆଦିଲ୍ଲୀ: ସୋମାଲିଆର ମୋହାଦିଶୁରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଅଲ-ଶବାବର ବନ୍ଧୁକଧାରୀମାନେ ଏକ ହୋଟେଲ ଉପରେ ଆକ୍ରମଣ କରିଛନ୍ତି। ହୋଟେଲର ମାଲିକଙ୍କ ସମେତ ଏପର୍ଯ୍ୟନ୍ତ…