ରାଜ୍ୟ ଖବର ରାଜ୍ୟରେ ଅଷ୍ଟମୀ ପର୍ଯ୍ୟନ୍ତ ଜାରି ରହିବ ବର୍ଷା ! ଭୁବନେଶ୍ବର: ଅଷ୍ଟମୀ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷାର ପ୍ରଭାବ। ଷଷ୍ଠୀରେ ପୂଜା ମଣ୍ଡପଗୁଡ଼ିକରେ ପ୍ରବଳ ଜନଗହଳି ହେବାର ଥିବାବେଳେ ବର୍ଷା ସବୁକିଛି ଓଲଟପାଲଟ କରିଦେଇଛି। ଭୁବନେଶ୍ୱର…