ଆଜିର ଖବର ଆଜି ଚାଷୀଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ, ୧୦ କୋଟି ଚାଷୀଙ୍କୁ ମିଳିବ ୨୧ ହଜାର କୋଟି ନୂଆଦିଲ୍ଲୀ: ମୋଦୀ ସରକାର ଆଜି ଅଷ୍ଟମ ବାର୍ଷିକୀ ପାଳନ କରୁଛନ୍ତି। ତେଣୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି।…