ଆଜିର ଖବର ମମତା ବାନାର୍ଜୀ ହାରୁଥିବାର ଅଡ଼ିଓ ଚାଟ୍ ଲିକ୍: ଜାଣନ୍ତୁ ଏନେଇ ବିଜେପିକୁ କ’ଣ କହିଲେ ପ୍ରଶାନ୍ତ କିଶୋର କଲିକତା: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହା ଭିତରେ ବିଜେପି ଆଇଟି ସେଲର ମୁଖ୍ୟ ଅମୀତ ମାଲବୀୟ କ୍ଲବ ହାଉସ ଆପରେ ଅଡ଼ିଓ ଜାରି…