ବିଶେଷ ଖବର ସମ୍ପ୍ରସାରିତ ଦୂରତା ବିଶିଷ୍ଟ ସ୍ଥଳଭାଗକୁ ଲକ୍ଷ୍ୟଭେଦକାରୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଚେନ୍ନାଇ: ଭାରତୀୟ ନୌସେନା ଦ୍ଵାରା ୫ ମାର୍ଚ୍ଚ, ୨୦୨୨ରେ କୁଶଳୀ ବିଧ୍ଵଂସକ ଯୁଦ୍ଧ ପୋତ ଆଇଏନଏସ ଚେନ୍ନାଇରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି।…