ଆଜିର ଖବର ଏସଆଇଆରରେ ତର୍କଗତ ଅସଙ୍ଗତିର ଆଇନଗତ ବୈଧତା ପରୀକ୍ଷା ହୋଇନାହିଁ: ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ଭୋଟର ତାଲିକାରେ ସଂଶୋଧନ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ନିଶ୍ଚିତ ଆଧାର ସମ୍ବନ୍ଧୀୟ ପ୍ରକ୍ରିୟା ବା ଏସଆଇଆର ଅଧୀନରେ…