ଆଜିର ଖବର ଏହି ରାଜ୍ୟରେ ଟିକାକରଣ ହେଲା ବାଧ୍ୟତାମୂଳକ, ନଚେତ ଆଇନ ଅନୁଯାୟୀ ହେବେ ଦଣ୍ଡିତ ନୂଆଦିଲ୍ଲୀ: ପୁଡୁଚେରୀର ସମସ୍ତ ବ୍ୟକ୍ତିଙ୍କ ପାଇଁ ୧୦୦% ଟୀକାକରଣର ଲକ୍ଷ୍ୟ ହାସଲ କରିବା ପାଇଁ କୋଭିଡ୍ ଟିକା ପାଇବା ବାଧ୍ୟତାମୂଳକ କରାଯାଇଛି। ଏବଂ ଯେଉଁମାନେ ଟୀକାକରଣ କରୁନାହାଁନ୍ତି…