ଖେଳ ୨୦୨୮ ଆଇପିଏଲ୍ରେ ବଢ଼ିବ ଟିମ୍ ସଂଖ୍ୟା: ୧୨ ଟିମ୍କୁ ନେଇ ହୋଇପାରେ ଟୁର୍ଣ୍ଣାମେଣ୍ଟ୍ ନୂଆଦିଲ୍ଲୀ: ଆଇପିଏଲ୍ର ଆଗାମୀ ମିଡିଆ ରାଇଟ୍ସ ସାଇକ୍ଲକୁ ଦୃଷ୍ଟିରେ ରଖି ବିସିସିଆଇ ଲିଗ୍ର ସମ୍ପ୍ରସାରଣ ପାଇଁ ବିଚାର କରୁଛି। ୨୦୨୮ ମସିହା ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଦୁଇଟି ନୂଆ…