ଆଇସିଏଆର୍‌-ସିଫା

ଭୁବନେଶ୍ଵର: ମତ୍ସ୍ୟ ଏବଂ ଆକ୍ବାକଲ୍‌ଚର କ୍ଷେତ୍ରରେ ଏକ ପ୍ରମୁଖ ଅନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମିଳନୀ, ୧୪ତମ ଇଣ୍ଡିଆନ୍ ଫିସେରିଜ୍ ଆଣ୍ଡ ଆକ୍ବାକଲ୍‌ଚର ଫୋରମ୍ (୧୪ଆଇଏଫଏଏଫ୍), ଆଜି ଓଡ଼ିଶାର ଭୁବନେଶ୍ୱରରେ…