ଆକବରୁଦ୍ଦିନ ଓୱେସୀ

ହାଇଦ୍ରାବାଦ: ବିଜେପିର ଗୋଶାମହଲ ବିଧାୟକ ଟି ରାଜା ସିଂହ ବିଧାୟକଭାବେ ଶପଥ ନେବେ ନାହିଁ। ଆକବରୁଦ୍ଦିନ ଓୱେସିଙ୍କ କାରଣରୁ ସେ ଶପଥ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।…