ଅନ୍ତରାଷ୍ଟ୍ରୀୟ ଆକାଶ ସୀମା ବନ୍ଦ କଲା ୟୁକ୍ରେନ: ଫେରିଲା ଏୟାର ଇଣ୍ଡିଆ, ଅଟକି ରହିଛନ୍ତି ପ୍ରାୟ ୨୦ ହଜାର ଭାରତୀୟ ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷ ଆକ୍ରମଣ କରିଛି। ୟୁକ୍ରେନକୁ ଉଡ଼ୁଥିବା ଏକ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀକୁ ଫେରୁଛି। ପୂର୍ବ ଅଞ୍ଚଳରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ…