ଆଜି ମହାପ୍ରଭୁଙ୍କ ବନକଲାଗି

ପୁରୀ: ଆଜି ମହାପ୍ରଭୁଙ୍କ ‘ବନକଲାଗି’ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ସନ୍ଧ୍ୟାରେ ୪ ଘଣ୍ଟା ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସୂଚନା…