ଆଜିର ଖବର ଜମ୍ମୁ କାଶ୍ମୀରରରେ ଏନକାଉଣ୍ଟର, ଜଣେ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ତେବେ ଏହି ସମୟ ମଧ୍ୟରେ ଜଣେ ଯବାନ ସହିଦ ହୋଇଛନ୍ତି…