ଅନ୍ତରାଷ୍ଟ୍ରୀୟ ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର ଇସଲାମାବାଦ୍: ଉତ୍ତର-ପଶ୍ଚିମ ପାକିସ୍ତାନରେ ପୁଣି ଏକ ରକ୍ତାକ୍ତ ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି। ଖାଇବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାରେ ଏକ ପୁଲିସ୍ ଚେକପୋଷ୍ଟ…