ଆଞ୍ଚଳିକ ପାରାଦ୍ୱୀପ ସହର ଓ ଆଖପାଖ ଅଂଚଳରେ ୧୪୪ ଧାରା ଜାରି: ଜିଲ୍ଲାରେ ବନ୍ଦ ରହିବ ଆଧାର ପଞ୍ଜିକରଣ କେନ୍ଦ୍ର ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣ ରୋଗର ନିୟନ୍ତ୍ରଣ ଓ ପ୍ରତିଷେଧକ ଚିକିତ୍ସା ଏବଂ ଜନସାଧାରଣଙ୍କ ଜୀବନ ସୂରକ୍ଷାକୁ ଦୃ୍ଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ…