ଆଜିର ଖବର ଆଧାର-ଭୋଟର ଆଇଡି ଲିଙ୍କ୍ ମାମଲା: କଂଗ୍ରେସ ନେତାଙ୍କ ଆବେଦନ ଶୁଣିବାକୁ ମନା କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ଆଧାର-ଭୋଟର ଆଇଡି ଲିଙ୍କ୍ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲାଙ୍କ ଆବେଦନ ଶୁଣିବାକୁ ମନା କରିଦେଇଛନ୍ତି ଏବଂ ତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ…