ଅପରାଧ ପାଞ୍ଚ ଆନ୍ତଜିଲ୍ଲା ଲୁଟେରାଙ୍କୁ ଗିରଫ କଲା ବାଣପୁର ପୋଲିସ: ଶାଳିଆ ଡ୍ୟାମ ସିରିଜ୍ ଡକାୟତିରେ ଥିଲେ ସମ୍ପୃକ୍ତ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ଦୀର୍ଘଦିନ ପରେ ସଫଳତା ମିଳିଛି। ଏକ ବଡ଼ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି।…