ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ

ଭୁବନେଶ୍ୱର: ଭୁବନେଶ୍ୱରରେ ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ୩୨୨ସି୪ ଜିଲ୍ଲାର ଜିଲ୍ଲା ସମ୍ମିଳନୀ ହୋଟେଲ ଏକ୍ସଲେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ଯାହାକି ପୃଥିବୀର ବୃହତମ ଏନ.ଜି.ଓ.…