ଆଞ୍ଚଳିକ ବେପାର ଆଶାରେ ଆନ୍ଧ୍ରରୁ ଆସି ବାଣପୁରରେ ଫସିଲେ ଫୁଲବିକାଳୀମାନେ: ଲକ୍ ଡାଉନରେ ନିଜ ଭାଗ୍ୟକୁ ଆଦରି ପଡିଛନ୍ତି ଖୋଲା ଆକାଶ ତଳେ ଅନାହାରରେ ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମୁକାବିଲା ଲାଗି ଦେଶରେ ଜାରି ରହିଛି ଲକ୍ ଡାଉନ୍। ଏବେ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଛି। ଏହା ମେ…