ଆଜିର ଖବର ପ୍ରତିଶୃତି ପୂରଣ କଲା ପଞ୍ଜାବ ସରକାର: ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇଁ ସର୍କୁଲାର୍ ଜାରି ନୂଆଦିଲ୍ଲୀ: ଦିଲ୍ଲୀ ପରି ପଞ୍ଜାବ ସରକାର ମଧ୍ୟ ରାଜ୍ୟବାସୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇଦେବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ପଞ୍ଜାବର ଆପ୍ ସରକାର ଏଠାରେ ଥିବା ଲୋକଙ୍କୁ ମାଗଣା…