ଅନ୍ତରାଷ୍ଟ୍ରୀୟ ଉଗ୍ର ହେଉଛି ଆଫଗାନ୍-ପାକ୍ ସୀମା ବିବାଦ: ୮ଟି ତାଲିବାନୀ ଡ୍ରୋନ୍ ଖସାଇଲା ପାକିସ୍ତାନ ସେନା ଇସଲାମାବାଦ: ସୀମା ବିବାଦକୁ ନେଇ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଘର୍ଷ ମଧ୍ୟରେ ଆଫଗାନିସ୍ତାନ ପକ୍ଷରୁ ପ୍ରେରଣ…