ଆଜିର ଖବର ରକ୍ତଦେଇ ଗର୍ଭବତୀ ମହିଳାଙ୍କ ଜୀବନ ରକ୍ଷାକଲେ ୧୦୮ ଆମ୍ବୁଲାନସ୍ ଡ୍ରାଇଭର କନ୍ଦର୍ପ ବେହେରା ରେଢ଼ାଖୋଲ: ଜୀବନରେ ଏମିତି ବି ମଣିଷ ଅଛନ୍ତି, ଯିଏକି ଅନ୍ୟର ଜୀବନ ବଂଚାଇବାରେ ସହାୟ ହୋଇଥାନ୍ତି। ବହୁ ସମୟରେ ରୋଗୀ ରକ୍ତ ନ ପାଇ…