ଆଜିର ଖବର ଆରଏସଏସ ମୁଖ୍ୟାଳୟ ଅଭିମୁଖେ ଶୋଭାଯାତ୍ରା କରୁଥିବା ବିଏମଏମ କର୍ମଚାରୀଙ୍କୁ ଅଟକ ରଖିଲା ପୋଲିସ ନାଗପୁର: ନାଗପୁରରେ ଥିବା ରାଷ୍ଟ୍ରିୟ ସ୍ଵୟଂସେବକ ସଂଘର ମୁଖ୍ୟାଳୟକୁ ଘେରିବା ପାଇଁ ଚେଷ୍ଟା କରାଯାଇଛି। ଏହି ଘେରାଓ ଭାରତ ମୁକ୍ତି ମୋର୍ଚ୍ଚା ନାମକ ଏକ ସଂସ୍ଥା ଦ୍ୱାରା…