ଆଜିର ଖବର କେନ୍ଦ୍ରାପଡ଼ାରେ ଆର୍ସେଲର ମିତଲ ପ୍ରତିଷ୍ଠା କରିବାକୁ ଥିବା ସର୍ବବୃହତ ଇସ୍ପାତ୍ କାରଖାନାକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ ଭୁବନେଶ୍ୱର, କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ନିୟୁତ ଟନ୍ ବିଶିଷ୍ଟ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ କରିବା ପାଇଁ ଗତକାଲି ବିଶ୍ୱର ଅଗ୍ରଣୀ…