ବିଶେଷ ଖବର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ?, ୬ ମାସରେ ମୋଦିଙ୍କ ଲୋକପ୍ରିୟତା ହ୍ରାସ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ ନୂଆଦିଲ୍ଲୀ: ୨୦୨୪ ରେ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ଏକ ବର୍ଷ ବାକି ଅଛି ଏବଂ ରାଜନୈତିକ ସରଗରମ ବଢିବାରେ ଲାଗିଛି। ରାଜନୈତିକ ସମୀକରଣକୁ କଷିବା ଆରମ୍ଭ…