ଅନ୍ତରାଷ୍ଟ୍ରୀୟ ଅଣ୍ଡର-୧୯ ବିଶ୍ୱକପ୍: ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇତିହାସ ସୃଷ୍ଟି କଲା ଟିମ୍ ଇଣ୍ଡିଆ ନୂଆଦିଲ୍ଲୀ: ଆଣ୍ଟିଗୁଆର କୁଲିଜ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଅଣ୍ଡର-୧୯ ବିଶ୍ୱକପ୍ର ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ଫାଇନାଲରେ…