ଆଜିର ଖବର ଇପିଏଫ୍ ସଦସ୍ୟଙ୍କ ପାଇଁ ପର୍ଯ୍ୟାୟକ୍ରମେ ପେନ୍ସନ୍ ଅର୍ଥ ଉଠାଣ ଯୋଜନାକୁ ସିବିଟିର ମଞ୍ଜୁରି ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ନୂଆଦିଲ୍ଲୀଠାରେ କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍)ର କେନ୍ଦ୍ରୀୟ ଟ୍ରଷ୍ଟି…