ଆଜିର ଖବର ପନ୍ତ ନା କାର୍ତ୍ତିକ, କାହାକୁ ମିଳିବ ଟି-୨୦ ବିଶ୍ୱକପ ଟିକେଟ? ପ୍ଳେଇଂ ଏକାଦଶ ବାଛିଲେ ଇରଫାନ୍ ପଠାନ୍ ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଦୀନେଶ କାର୍ତ୍ତିକ ଏବଂ ଋଷଭ ପନ୍ତଙ୍କ…