ବିଶେଷ ଖବର ଏନସିପିର ପରବର୍ତ୍ତୀ ମୁଖ୍ୟ କିଏ ହେବେ? ଜାଣନ୍ତୁ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ପରେ କଣ କହିଲେ ଅଜିତ ପାୱାର ମୁମ୍ବାଇ: ଦଳର ମୁଖ୍ୟ ପଦରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ରାଜ୍ୟ ରାଜନୀତିରେ ଏକ ଆଲୋଡନ ସୃଷ୍ଟି କରିଛି। ଯଦି ଶରଦ ପାୱାର ତାଙ୍କ…