Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏନସିପିର ପରବର୍ତ୍ତୀ ମୁଖ୍ୟ କିଏ ହେବେ? ଜାଣନ୍ତୁ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ପରେ କଣ କହିଲେ ଅଜିତ ପାୱାର
ବିଶେଷ ଖବର

ଏନସିପିର ପରବର୍ତ୍ତୀ ମୁଖ୍ୟ କିଏ ହେବେ? ଜାଣନ୍ତୁ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ପରେ କଣ କହିଲେ ଅଜିତ ପାୱାର

May 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶରଦ ପାୱାର
ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ, ପୁଣେ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଦଳର ମୁଖ୍ୟ ପଦରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ରାଜ୍ୟ ରାଜନୀତିରେ ଏକ ଆଲୋଡନ ସୃଷ୍ଟି କରିଛି। ଯଦି ଶରଦ ପାୱାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ନକରନ୍ତି ତେବେ ଏନସିପିର ପରବର୍ତ୍ତୀ ମାଲିକ କିଏ ହେବେ, ଏନେଇ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଏହି ସମୟରେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ତାଙ୍କ ଦାଦାଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଶରଦ ପାୱାରଙ୍କ ଏହି ବଡ ଘୋଷଣା ଉପରେ ଅଜିତ ପାୱାର କହିଛନ୍ତି ଯେ, କମିଟି ଯାହା ନିଷ୍ପତ୍ତି ନେବେ ତାହା ବୈଧ ହେବ। ସେ କହିଛନ୍ତି ଯେ, ଶରଦ ପାୱାର ତାଙ୍କ ବୟସକୁ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି। ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ଯେ, ଏନସିପିର ଅର୍ଥ ହେଉଛି ଶରଦ ପାୱାର। ଯିଏ ନୂଆ ସଭାପତି ହେବେ ଆମେ ତାଙ୍କ ସହ ରହିବୁ। କର୍ମୀମାନେ ଚିନ୍ତା କରନ୍ତୁ ନାହିଁ। ତେବେ ଶରଦ ପାୱାର ତାଙ୍କ ନିଷ୍ପତ୍ତି ଫେରସ୍ତ କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପୁସ୍ତକ ପ୍ରକାଶନ ସମୟରେ ଇସ୍ତଫା ଘୋଷଣା କରି ଶରଦ ପାୱାର କହିଛନ୍ତି ଯେ, ଆଜି ମୁଁ ରାଷ୍ଟ୍ରବାଦୀ କଂଗ୍ରେସ ଦଳର ଜାତୀୟ ସଭାପତି ପଦରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ମୁଁ ଆଉ ଏହି ପଦବୀରେ ରହିବି ନାହିଁ, ଏକାଠି କାମ କରିବି। ଶରଦ ପାୱାର ଭାବପ୍ରବଣ କର୍ମୀମାନଙ୍କୁ କହିଥିଲେ ଯେ, ମୁଁ କେବଳ ମୋ ପଦରୁ ଇସ୍ତଫା ଦେଉଛି, ପାର୍ଟିରୁ ନୁହେଁ। ଶରଦ ପାୱାରଙ୍କ ଇସ୍ତଫା ପରେ ଏନସିପି ବିଭାଜିତ ହୋଇଥିବା ଜଣାପଡିଛି। ଏନସିପି ବିଧାୟକ ଅନିଲ ପାଟିଲ କହିଛନ୍ତି ଯେ, ଯଦି ଶରଦ ପାୱାର ଇସ୍ତଫା ଦିଅନ୍ତି ତେବେ ସେ ମଧ୍ୟ ଇସ୍ତଫା ଦେବେ।

ଅଜିତ ପାୱାର ଏନସିପି ମୁଖ୍ୟ ଶରଦ ପାୱାର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026
Latest News

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

ଓଡ଼ିଶାରେ ଜିଓର ଏକ କୋଟି ୮୯ ଲକ୍ଷରୁ ଉର୍ଦ୍ଧ୍ବ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ

August 3, 2026

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, କେବେ ବି ଖାଆନ୍ତୁ ନାହିଁ ଏହି ଜିନିଷ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.