ଜାତୀୟ ଖବର ଲୋକସଭାରେ ଜାତୀୟ ଇସ୍ପାତ ନୀତି ସଂପର୍କରେ କଣ କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ, ଜାତୀୟ ଇସ୍ପାତ ନୀତି ସୂଚୀତ କରେ ଯେ ସରକାର ଦୀର୍ଘକାଳନୀ ପରିକଳ୍ପନା ସୂତ୍ରରେ ଦେଶର ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇଦେବେ। ଆଜି ଲୋକସଭାରେ ଏକ ପ୍ରଶ୍ନର…