ଆଜିର ଖବର ଇ.ପି.ଏଫ୍ ପେନସନ ସଂଘ ପକ୍ଷରୁ ଦାବିପତ୍ର ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ଇପିଏଫ୍ ପେନସନରସ୍ ସଂଘ, ଗଂଜାମ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ଆର୍ଡ଼ିସିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…