ଆଜିର ଖବର ନେତାଜୀ ବସ ଟର୍ମିନାଲ ପ୍ରସଙ୍ଗ: ଉଚ୍ଚ ନ୍ୟାୟଳୟର ଶୁଣାଣି ପରେ ଖାନନଗର ପାଇଁ ଫିଟିଲା ବାଟ କଟକ: ନେତାଜୀ ବସ ଟର୍ମିନାଲ ମାମଲାରେ ଆଜି ଉଚ୍ଚ ନ୍ୟାୟଳୟରେ ଶୁଣାଣି ହୋଇଛି। ଏହି ମାମଲାରେ ଦାୟର ହୋଇଥିବା ଦୁଇ ଜନସ୍ବାର୍ଥ ମାମଲାକୁ ଓଡ଼ିଶା ଉଚ୍ଚ ନ୍ୟାୟଳୟ…