ବିଶେଷ ଖବର ନେତାରୁ ବିଧାୟକ ଓ ମନ୍ତ୍ରୀ ହେବା ପରେ ଏବେ ହେଲେ କବି; ଲୋକାର୍ପିତ ହେଲା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପୁସ୍ତକ ଭୁବନେଶ୍ବର: ସେ ଆଗରୁ ଥିଲେ ବିଜେପିର ବଡ ନେତା, ପରେ ହେଲେ ବିଧାୟକ ଓ ମନ୍ତ୍ରୀ, ଆଉ ଏବେ ସେ ହେଲେ କବି। ସେ ହେଉଛନ୍ତି ମନ୍ତ୍ରୀ…