ଆଜିର ଖବର ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ ରେଢ଼ାଖୋଲ: ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ରେଢ଼ାଖୋଲ ବ୍ଲକ ବଡ଼ମାଳ ଅଞ୍ଚଳର ଯୁବ ସମାଜସେବୀ ଷଡ଼ାନନ ପ୍ରଧାନ। ରାସ୍ତାକଡ଼ ଓ ବସ୍ଷ୍ଟାଣ୍ଡରେ ଦୟନୀୟ ଅବସ୍ଥାରେ ରହୁଥିବା…