ଆଜିର ଖବର ଲଶ୍କର-ଏ-ତୋଇବା ଆତଙ୍କବାଦୀକୁ ପାକିସ୍ତାନରେ ଗୁଳି କରି ହତ୍ୟା: ୨୦୧୫ ଉଧମପୁର ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ ନୂଆଦିଲ୍ଲୀ: ପାକିସ୍ତାନରେ ଭାରତର ଶତ୍ରୁମାନଙ୍କୁ ସଫା କରିବା ଜାରି ରହିଛି। କରାଚିରେ ଭାରତର ଆଉ ଏକ ବଡ ଶତ୍ରୁ ନିହତ ହୋଇଛି। ବାସ୍ତବରେ ୨୦୧୫ ମସିହାରେ ଜମ୍ମୁ-କଶ୍ମୀରର…