ସ୍ବାସ୍ଥ୍ୟ ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ ସୂର୍ଯ୍ୟମୁଖୀ ଫୁଲ ଯେ କେବଳ ଦେଖିବାକୁ ସୁନ୍ଦର ତାହା ନୁହେଁ, ଏହାର ମଞ୍ଜି ମଧ୍ୟ ବିଶେଷ ଉପକାରୀ। ଏହାର ତେଲକୁ ଆମେ ବ୍ୟଞ୍ଜନ ଭାବେ ବ୍ୟବହାର କରିଥାଉ।…